ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ ଇନିସପେକ୍ଟର ! ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ

20

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଲାଇଭଷ୍ଟକ ଇନିସପେକ୍ଟର । ବଲାଙ୍ଗୀର ଜିଲ୍ଲା ଲାଇଭଷ୍ଟକ ଇନିସପେକ୍ଟର ପ୍ରଦୀପ୍ତ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି ।