ଭିଜିଲାନ୍ସ ଜାଲରେ କୋଟିପତି ଏଏସ୍ଆଇ

37

ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ କୋଟିପତି ଏଏସ୍ଆଇ । ବ୍ରହ୍ମପୁର ଭଂଜବିହାର ଫାଣ୍ଡି ଶଙ୍କର ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଶଙ୍କରଙ୍କ ବାସଭବନ ସମେତ ୫ଟି ଯାଗାରେ ଚଢାଉ ହୋଇଥିବା ଜଣାପଡିଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ ।