କନ୍ଧମାଳରେ ଗାଳିଦେଲେ, ଭୁବନେଶ୍ୱରରେ ପ୍ରଶଂସା କଲେ ! ଗୋଟିଏ କମିଶନ . . ଦୁଇଟି ମତ

34

କନକ ବ୍ୟୁରୋ : ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନଙ୍କ ମତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କନ୍ଧମାଳ ଘଟଣାରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଓରାନ। ଘଟଣା ଦୁର୍ଭାଗ୍ୟଜନକ ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। କନ୍ଧମାଳରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତେବେ ଗତକାଲି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହିନଥିଲେ।