କେନ୍ଦୁଝରରେ ଆତଙ୍କ ! ଆକାଶରୁ ଖସିଲା ଅଜଣା ବସ୍ତୁ

26

କେନ୍ଦୁଝର : କେନ୍ଦୁଝରରେ ଆତଙ୍କ । ଯଜପଶି ଅଂଚଳରେ ଆକାଶରୁ ଖସିଲା ଅଜଣା ବସ୍ତୁ । ଲୋକେ ଏହାକୁ ଦେଖି ଭୟଭୀତ ହୋଇଛନ୍ତି । ସ୍ଥାନୀୟ ଅଂଚଳରେ ୩ରୁ ୪ଟି ପ୍ୟାକେଟ ପଡିଥିବା ଲୋକେ କହିଛନ୍ତି । ଗତ ୩ଦିନ ହେଲା ସ୍ଥାନୀୟ ଅଂଚଳରେ ଏକ ହେଲିକପ୍ଟର ମଧ୍ୟ ଦେଖିବାକୁ ମିଳୁଥିବା ସ୍ଥାନୀୟଲୋକେ କହିଛନ୍ତି । କେନ୍ଦୁଝରରୁ ଯାଇ ବମ୍ ସ୍କ୍ୱାଡ ଘଟଣାସ୍ଥଳରେ ପହଂଚିଛନ୍ତି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :