ଏହି ନଦୀ କୂଳକୁ ବୁଲିବାକୁ ଆସୁଥିଲେ ଏଲିୟନ୍ !

27

ପବିତ୍ର ନର୍ମଦା ନଦୀ ଅମରକଂଟକରୁ୧୩୦୦କି.ମି ଦୂର । ନର୍ମଦା ନଦୀକୁ ବିଶ୍ୱର ସବୁଠୁ ପ୍ରାଚୀନ ନଦୀଗୁଡିକ ମଧ୍ୟରେ ଗଣାଯାଏ । ନର୍ମଦା ନଦୀରେ ଡାଇନୋସରର ଅଣ୍ଡା ବି ମିଳିଥିଲା । ଏଠାରେ ଅନେକ ବିଶାଳକାୟ ପ୍ରଜାତିର ଜୀବଙ୍କ କଙ୍କାଳ ବି ମିଳିଛି । ଅନୁମାନ କରାଯାଉଛି ଏହି ନଦୀ କୂଳରେ ଏଲିୟନ ବି ବୁଲିବାକୁ ଆସୁଥିଲେ ।

ଋାୟସେନାର ପାଖାପାଖି ୭୦ କିଲୋମିଟର ଦୂରରେ ଘଂଚ ଜଙ୍ଗଲର ଶୈଳଚିତ୍ର ଗୁଡିକର ଆଧାରରେ ଏହା ଅନୁମାନ କରାଯାଇଛି । ସେତେବେଳେ ଚିତ୍ରକରଙ୍କ ଦ୍ୱାରା ଅଙ୍କା ଯାଇଥିବା ଶୈ÷ଳଚିତ୍ରରୁ ଜଣାପଡୁଛି ଯେ ଏଠାକୁ ଅନ୍ୟ ଗ୍ରହଣ ପ୍ରାଣୀ ଏଲିୟନ ବି ଆସୁଥିଲେ । ଆଦିମାନବଙ୍କ ଦ୍ୱାରା ଅଙ୍କିତ ଏହି ପର୍ବତମାନଙ୍କର ଚିତ୍ରରେ ଏମିତି କିଛି ଏଲିୟନ ପରି ଜୀବର ଛବି ରହିଛି ।

ଅନୁମାନ କରାଯାଉଛି ଏହି ଶୈଳଚିତ୍ର ପାଖାପାଖି ୩୫ ହଜାର ବର୍ଷ ତଳର । ଆଉ ମଧ୍ୟ ଆଶା କରାଯାଉଛି କି ଦ୍ୱିତୀୟ ଗ୍ରହର ଜୀବ ଏହି ନର୍ମଦା ଘାଟୀର ପ୍ରାଗþ-ଏା÷÷ତିହାସିକ ମାନବଙ୍କ ସହ କିଛି ନା କିଛି ସମ୍ବନ୍ଧ ରହିଥିଲା ।