ଦୀପାବଳୀରେ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ଅଫର : ୧ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା

29

indianଭାରତୀୟ ରେଳ ବିଭାଗର ଏକ ନୂତନ ପ୍ରୟାସ । ଯାତ୍ରୀ ମାନଙ୍କ ଧନ ଜୀବନକୁ ଆଖିରେ ରଖି ପବିତ୍ର ଦୀପାବଳୀ ଅବସରରେ ରେଳ ବିଭାଗ ଆଣିଛି ଏକ ସ୍ୱତନ୍ତ୍ର ଅଫର । ଯାତ୍ରୀମାନକୁ ଆକୃଷ୍ଟ କରିବା ପାଇଁ ସୀମିତ ସମୟ ମଧ୍ୟ ରଖାଯାଇଛି ।

railways-lଅଫରଟି ହେଲା ଏକ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା । ଆଗରୁ ଏହି ସୁବିଧା ୯୨ ପଇସାରେ ମିଳୁଥିବା ବେଳେ ବର୍ତମାନ ଏହା ଏକ ପଇସାରେ ଉପଲବ୍ଧ ହେବ । ବିଭିନ୍ନ ସମୟରେ ରେଳ ଦୁର୍ଘଟଣା ଘଟୁଥିବାରୁ ସରକାରଙ୍କୁ ଏହାର ଭରଣ ପୋଷଣ କରିବାକୁ ପଡୁଛି । ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହା ଅନୁରୂପ ମାଧ୍ୟମ । ବୀମା ଯୋଜନା ଆରମ୍ଭ ହେବା ଦିନଠାରୁ ଏବେ ଯାଏ , ପାଖାପାଖି ୧ କୋଟି ରେଳଯାତ୍ରୀ ଏହାର ଲାଭ ନେଇସାରିଲେଣି ।

ଏହା ସହ ଦେଖନ୍ତୁ –ହାୱଡା ଷ୍ଟେସନରେ ଫିଲ୍ମ ପୋଷ୍ଟର : ଫିଲ୍ମ ଡାଏଲଗରେ “ ସ୍ୱଚ୍ଛ ଭାରତ”ର ସନ୍ଦେଶ