ରଙ୍ଗିଲା ଡ୍ୟାନ୍ସ ଇଂଟରନେସନାଲ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ପନ୍ଦନ ଆୱାର୍ଡ ୨୦୧୭ ! ଜୟଦେବ ଭବନଠାରେ ହେଲା ଅନୁଷ୍ଠିତ

33

କନକ ବ୍ୟୁରୋ : ରଙ୍ଗିଲା ଡ୍ୟାନ୍ସ ଇଂଟରନେସନାଲ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ପନ୍ଦନ ଆୱାର୍ଡ ୨୦୧୭ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଚିତ୍ରତାରକା, ଗାୟକ ଗାୟିକା, ଚଳଚିତ୍ର ନିର୍ଦ୍ଦେଶକ, ଟିଭି ତାରକା, ସମାଜସେବୀ ଓ ଶିଶୁ କଳାକାରମାନଙ୍କୁ ସ୍ପନ୍ଦନ ଆୱାର୍ଡ ୨୦୧୭ ପ୍ରଦାନ କରାଯାଇଛି ।