ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତନାଘନା

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଝାରପଡା ଜେଲରେ ସିବିଆଇ ଟିମ୍ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । ପ୍ରଶାନ୍ତ ଦାସ ଓ ତାଙ୍କ ଭାଇଙ୍କୁ ପଚରାଉଚରା । ସିବିଆଇ ଏସପି ଓ ଆଇଓଙ୍କ ଜେରା , ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ବି ପଚରାଉଚରା । ୩ ଦିନ ଜେରା କରିବାକୁ କୋର୍ଟଙ୍କ ଅନୁମତି ।