କିରାସିନି କୋଟା କମାଇବା ବିବାଦ ! ସମ୍ବଲପୁରରେ ବିଜେଡିର ବିକ୍ଷୋଭ

19

କନକ ବ୍ୟୁରୋ : ତେଜୁଛି କିରୋସିନ ବିବାଦ । କିରୋସିନ ଯୋଗାଣରେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଥିବାର ବିଜେଡି ଅଭିଯୋଗ କରିଛିି । କେନ୍ଦ୍ର କିରୋସିନ କୋଟା କମାଇବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । କିରୋସନ କୋଟା କାଟକୁ ନେଇ ବିଜେଡି ଭୁବନେଶ୍ୱରୁ, ବ୍ରହ୍ମପୁର ପରେ ଆଜି ସମ୍ବଲପୁରରେ ବିକ୍ଷୋଭ କରିଛି । ବାଇକ ରାଲି କରିବା ସହିତ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ବିଜେଡି ।