ସମ୍ବାଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ପଥଉତ୍ସବରେ ମହିଳା ଦିବସର ବାର୍ତ୍ତା ‘ବି ବୋଲ୍ଡ ଫର ଚେଞ୍ଜ’

41

କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱର ପଥୋତ୍ସବରେ ସମ୍ବାଦ ତରଫରୁ ପାଳିତ ହେଉଛି ମହିଳା ଦିବସ । ମାର୍ଚ୍ଚ ୮ରେ ସାରା ବିଶ୍ୱରେ ଏହି ଦିବସ ପାଳିତ ହେଉଥିବାବେଳେ ମାର୍ଚ୍ଚ ୫ରେ ଆଜି ରାଜଧାନୀର ପଥ ଉତ୍ସବରେ ଏହାକୁ ପାଳନ କରାଯାଉଛି ।

ଏହି ମହିଳା ଦିବସର ବାର୍ତା ବି ବୋଲ୍ଡ ଫର ଚେଞ୍ଜ ରଖାଯାଇଛି । ଏହି ଅସରରେ ସମ୍ବାଦ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଉତ୍ସବ ମଂଚରେ ସଂଗୀତ ଓ ନୃତ୍ୟ ପରିବେଷଣ ହେଉଛି ।