ଜମି ବିକ ଟଙ୍କା ଫେରାଅ

41

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସାଇ ପ୍ରଗତି ଚିଟଫଣ୍ଡ ଠକେଇ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ । ସଂସ୍ଥାର ସଂପତି ନିଲାମ ମାଧ୍ୟମରେ ବିକ୍ରି କରି ଜମାକାରୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । ଏନେଇ କମ୍ପାନୀର ଅଥରୋଟି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ସଂସ୍ଥା ଜମାକାରୀଙ୍କ ଠାରୁ ପାଖାପାଖି  ୨୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା  ।