ଝାଳ ବୁହା ଟଙ୍କା ପାଇଁ ଝାଳ ବୁହା ଲାଇନ୍ : ରାଉରକେଲାରେ ରୋଜଭ୍ୟାଲି କ୍ଷତିଗ୍ରସ୍ତଙ୍କ ମେଳି

20

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଷ୍ଟିଲସିଟି ରାଉରକେଲାରେ ଜମିଛି ରୋଜଭ୍ୟାଲି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମେଳି । ବୁଡି ଯାଇଥିବା ଟଂକା ଫେରିପାଇବା ଆଶାରେ ଶହ ଶହ କ୍ଷତିଗ୍ରସ୍ତ ଜମାକାରୀ କାଗଜପତ୍ର ଧରି ରୁଣ୍ଡ ହୋଇଥିଲେ । ତହସିଲଦାର ଅଫିସରେ ଖୋଲାଯାଇଥିବା କାଉଂଟରରେ ପରିଚୟ ପତ୍ର, ଜମା କାଗଜପତ୍ର ଦାଖଲ କରିଥିଲେ । ୩ ଦିନ ମଧ୍ୟରେ ୨ ହଜାରରୁ ଅଧିକ ରୋଜଭ୍ୟାଲି କ୍ଷତିଗ୍ରସ୍ତ ଆବେଦନ କରିଥିବା ତହସିଲଦାର କହିଛନ୍ତି ।

ଏହା ସହ ବାଲେଶ୍ୱର ଓ ଭଦ୍ରକ ପରେ ପୁରୀରେ ବିଶ୍ୱାସର ଲମ୍ବା ଲାଇନ୍