ସରକାରୀ ଅଫିସରଙ୍କୁ ମଡିଆ ମନା ! ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

39

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କ ଉପରେ କଟକଣା । ଗଣମାଧ୍ୟମ ସାମ୍ନାରେ ବିବୃତି ରଖିବାକୁ ସରକାରୀ କର୍ମଚାରୀଙ୍କୁ ମନା । ଏନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟ ସରକାର କହିଛନ୍ତି, କିଛି ଅଫିସର ବିବାଦୀୟ ସ୍ତମ୍ଭ ଲେଖୁଛନ୍ତି । ତେଣୁ ବିବାଦୀୟ ବୟାନରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଉଭୟ ରାଜ୍ୟ ଓ କେନ୍ଦ୍ରକୁ ନେଇ କୌଣସି ବିବଦୀୟ ବୟାନ୍ ରଖିବାକୁ ମନା କରାଯାଇଛି ବିଜ୍ଞପ୍ତିରେ ।