ରିଲିଜ ହୋଇଛି ଆଗାମୀ ଫିଲ୍ମ “ରକ୍ ଅନ୍- ୨’ର ପ୍ରଥମ ଗୀତ

31

ରିଲିଜ ହୋଇଛି ଆଗାମୀ ଫିଲ୍ମ “ରକ୍ ଅନ୍ ୨’ର ପ୍ରଥମ ଗୀତ । ପ୍ରତମ ଗୀତଟିର ଟାଇଟଲ ରହିଛି “ଜାଗୋ’। ଏହି ଫିଲ୍ମର ଗୀତ ଗୁଡିକ ସଙ୍ଗୀତରେ ସଜାଇଛନ୍ତି ଶଙ୍କର, ଏହସାନ ଓ ଲୟ । ଫରହାନ୍ ଅଖତର ଏବଂ ସିଦ୍ଧାର୍ଥ ମହାଦେବନ ଏହି ଗୀତକୁ ଗାଇଛନ୍ତି । ଗୀତଟିକୁ ଲେଖିଛନ୍ତି ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର । ଏଥିରେ ଅଭିନେତା ଫରହାନ୍ ଅଖତର,ଅର୍ଜୁନ୍ ରାମପାଲ୍ , ପୂରବ୍ କୋହଲୀ ଓ ଶ୍ରଦ୍ଧା କପୁରଙ୍କ ଅଭିନୟ ରହିଛି ।ସୁଜାତ ସୌଦାଗରଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ରିଲିଜ ହେବ ନଭେମ୍ବର ୧୧ ତାରିଖରେ ।