ଖରାଦିନ ଆରମ୍ଭରୁ ପାନୀୟ ଜଳ ସଂକଟ : ପିଇବା ପାଣି ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ଦୂର

64

କନକ ବ୍ୟୁରୋ : ପାଣିକୁ ନେଇ ହାହାକାର । ଗ୍ରୀଷ୍ମର ପ୍ରବାହ ବଢିବା ସହ ରାଜ୍ୟରେ ଦେଖାଦେଲାଣି ଜଳ ସଙ୍କଟ । ବିଭିନ୍ନ ଜିଲ୍ଲାରେ ପାଣିକୁ ନେଇ ଲୋକେ ଏବେ ହନ୍ତସନ୍ତ । କେଉଁଠି ପିଇବା ପାଣି ପାଇଁ ମାଇଲ୍ ମାଇଲ୍ ଯିବାକୁ ପଡୁଛି, ତ ଆଉ କେଉଁଠି ନଳକୂପ ଥାଇ ବି ପାଣି ଆସୁନି । ଅନେକ ସ୍ଥାନରେ ଜଳାଭାବ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏମିତି ପରିସ୍ଥିତିରେ ସରକାର ଶେ।ଇ ରହିଛି ବୋଲି ଅଭିଯୋଗ ଆସିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –