କନ୍ଧମାଳର ଦୈାଡରାଣୀ ଶ୍ରାବଣୀଙ୍କ ପାଇଁ ଚାଲିଛି ପୂଜାର୍ଚ୍ଚନା

44

କନ୍ଧମାଳ : କନ୍ଧମାଳର ଦୌଡରାଣୀ ଶ୍ରାବଣୀଙ୍କ ପାଇଁ ଚାଲିଛି ପୂଜାର୍ଚ୍ଚନା । ଝିଅର ସଫଳତା କାମନା କରି ପରିବାର ଲୋକ ଭଗବାନଙ୍କ ପାଖରେ ପ୍ରର୍ଥନା କରିଛନ୍ତି । କେବଳ ପରିବାର ଲୋକ ନୁହଁନ୍ତି, ସମଗ୍ର ଦେଶ ତାଙ୍କ ଉପରେ ନଜର ରଖିଛି । ଅଲିମ୍ପିକ୍ସରେ କମାଲ ଦେଖାଇବା ପାଇଁ ଦିନ ରାତି ଏକକରି ଦେଇଛନ୍ତି ଶ୍ରାବଣୀ ।  ରିଓ ଟ୍ରାକରେ ନିଜର ପାରଦର୍ଶିତା ଦେଖିବା ପାଇଁ ଦମ୍ ଲଗାଇଦେଇଛନ୍ତି କନ୍ଧମାଳର ଏହି ସୁନା ଝିଅ । ତେବେ ଝିଅର ସଫଳତା ପାଇଁ ପରିବାର ସହ ଦେଶବାସୀ ଚାହିଁ ବସିଛନ୍ତି । କେମିତି ଚାଲିଛି ଶ୍ରାବଣୀଙ୍କ ଘରେ ପୂଜାର୍ଚ୍ଚନା ଦେଖିବା ଏହି ଭିଡିଓରେ :