ଦିଲ୍ଲୀରେ ଓଡିଶା କଂଗ୍ରେସ ନେତାଙ୍କ ଧାରଣା । କୁନ୍ଦୁଲି ପୀଡିତାଙ୍କ ପରିବାର ସହ ଅନଶନରେ ବସିଲେ ପ୍ରଦୀପ ମାଝୀ ଓ କୃଷ୍ଣ ସାଗରିଆ

128

କନକ ବ୍ୟୁରୋ : ନୂଆ ଦିଲ୍ଲୀର ପାର୍ଲ୍ୟାମେଂଟ ଷ୍ଟ୍ରିଟରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଅନଶନ । କୁନ୍ଦୁଲି ଗଣଦୁଷ୍କର୍ମ ଓ ସମ୍ବଲପୁର ଅଇଁଠାପାଲି ହାଜତ ମୃତ୍ୟୁ ପ୍ରସଙ୍ଗରେ ଆମରଣ ଅନଶନ ଦେଇଛନ୍ତି । ପ୍ରଦୀପ ମାଝୀ, କୃଷ୍ଣ ସାଗରିଆଙ୍କ ସମେତ କୁନ୍ଦୁଲି ପୀଡିତାଙ୍କ ପରିବାର ଲୋକ ମଧ୍ୟ ଅନଶନରେ ବସିଛନ୍ତି । ତୁରନ୍ତ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି ।