ଗଣମାଧ୍ୟମକୁ ପ୍ରଦୀପ ସେଠୀଙ୍କ ବିସ୍ଫୋରକ ବୟାନ ଦେବା ଘଟଣା : ୨ ପୁଲିସ କର୍ମଚାରୀ ନିଲମ୍ବିତ

23

କନକ ବ୍ୟୁରୋ : ଏଟି ମୁଖ୍ୟ ପ୍ରଦୀପ ସେଠୀ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଜଣେ କନଷ୍ଟେବଳ ଓ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବେହଳା ଯୋଗୁଁ ଏହି ୨ ଜଣଙ୍କୁ ନିଲମ୍ବିତ କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ :