ବଢିଲା ଡିଜେଲ୍ ଓ ପେଟ୍ରୋଲ୍ ଦର

20

ବଢିଲା ଡିଜେଲ ଓ ପେଟ୍ରୋଲ ଦର । ଡିଜେଲ୍ ଲିଟର ପିଛା ୧ ଟଙ୍କା ୨୬ ପଇସା ଓ ପେଟ୍ରୋଲ୍ ଲିଟର ପିଛା ୫ ପଇସା ବଢିଛି ।