କାହାଣୀ ଏକା ପରି ! ନାରୀ ମାୟାରେ ବାୟା ହୋଇ ଜେଲ୍ ଗଲେ ପପୁ ଓ ସାରଥୀ

58

କନକ ବ୍ୟୁରୋ : ପପୁ ପମପମ୍ ଓ ବାବା ସାରଥୀ । ଜଣେ ଅଭିନେତା, ଜଣେ ଅଧ୍ୟାତ୍ମିକ ଗୁରୁ । ଜଣେ ନିଜ କମେଡି ପାଇଁ ଲୋକପ୍ରିୟ ଥିଲେ ଆଉ ଜଣେ ଥିଲେ ନିଜ ପ୍ରବଚନ ପାଇଁ । ଉଭୟ ଥିଲେ ରାଜ୍ୟର ଖୁବ୍ ପପୁଲାର୍ । ଆଉ ଉଭୟେ ଫସିଛନ୍ତି ଯୌନ କେଳେଙ୍କାରୀ ପାଇଁ । ଦେଖନ୍ତୁ ସମାନ ଭାବେ ନାୟକରୁ କଳଙ୍କିତ ନାୟକ ପାଲଟିଯାଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ କାହାଣୀ ।