ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କ କାଷ୍ଟିଂ କାଉଚ ମାମଲା । ପୀଡିତାଙ୍କ ବାପାଙ୍କୁ ନୋଟିସ ଜାରି ହୋଇଛି । ଥାନାରେ ହାଜର ହେବା ପାଇଁ ନିର୍ଦେଶ ଦେଇଛି ମହିଳା ଥାନା । ଆଜି କେହି ଘରେ ନଥିବାରୁ ନୋଟିସ ଦିଆଯାଇପାରିଲା ନାହିଁ । ତେଣୁ ଆସନ୍ତା କାଲି ନୋଟିସ ଦିଆଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ‘ସେ ନୁହେଁ ମୋ ଝିଅ’ : ବାପାଙ୍କ କମ୍ପ୍ରୋମାଇଜ୍ ପିଟିସନ ପରେ ମା’ଙ୍କ ଚାଂଚଲ୍ୟକର ବୟାନ