ଅନଲାଇନରେ ଚା’

21

ଇଂଟରନେଟ୍ ଜମାନା । ଅନଲାଇନରେ ଚାଲିଛି ମାର୍କେଟିଂ । ଫ୍ଲିପକାର୍ଟ, ଆମାଜନ୍, ସ୍ନାପଡଲର ଯୁଗ । ପିଜାହଟ୍,ମ୍ୟାକ୍ ଡୋନାଲ୍ଡର ଅନଲାଇନ୍ ବୁକିଂ ଖାଦ୍ୟ । ଅନଲାଇନରେ ବୁକିଙ୍ଗ, ତା ପରେ ହୋମ ଡେଲିଭରି ଯାହା ଏବେ ବେଶ ଆଦୃତ ହେଇଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ତେବେ ଅନଲାଇନରେ ପୋଷାକ , ଖାଦ୍ୟ ଆମେ ଜାଣିଥିଲେ । କିନ୍ତୁ ଏବେ ଅନଲାଇନରେ ମିଳୁଛି ଚା’ । ଇଂଟରନେଟରେ ଅର୍ଡର କଲେ ମିଳୁଛି ଗରମାଗରମ୍ ଚା’ । ନା ଦରକାର କ୍ଷୀର, ନା ଗରମ କରିବାର ଟେନସନ୍ । ବାସ୍ ଦରକାର ୩୦ ମିନିଟ୍ ଓ ତାପରେ ଆପଣଙ୍କ ଟେବୁଲ୍ ଉପରେ ଥିବ ହଟ୍ ଟି । ଏହାକୁ ନେଇ ଆଜିର ସ୍ପେଶାଲ୍ ରିପୋର୍ଟ ଅନଲାଇନରେ ଚା