ଓଡିଆ ଗଳ୍ପର ନବଜାତକ ‘କଥା’ର ୩୦ତମ ବାର୍ଷିକ ଉତ୍ସବ : ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ କୋଲାକାଲୁକୀ ଏନଚ ଓ ନାସିରା ଶର୍ମା ମୁଖ୍ୟ ଅତିଥି

61

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଆ ଗଳ୍ପର ନବଜାତକ କୁହାଯାଉଥିବା “କଥା”ର ୩୦ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ପାଳିତ ହୋଇଛି । ଉତ୍ସବରେ ତେଲୁଗୁ ସାହିତ୍ୟର ମୂର୍ତିଦେବୀ ପୁରସ୍କାର ବିଜେତା ପଦ୍ମଶ୍ରୀ କୋଲାକାଲୁରୀ ଏନଚ ଏବଂ ବିଶିଷ୍ଟ ହିନ୍ଦି ଲେଖିକା, ସାମ୍ବାଦିକା ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ ନାସିରା ଶର୍ମା ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ।

ଏଥିରେ ୨୦୧୬ କଥାର ୧୦ଜଣ ନବ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି । ପରେ ଅତିଥିଙ୍କ ଦ୍ୱାରା କଥାର ବାର୍ଷିକ ସଂଖ୍ୟା ଉନ୍ମୋଚନ କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –