ପଂଚାୟତ ନିର୍ବାଚନ ପରେ ମୋଦି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

48

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପରେ ମୋଦି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ଜାଣିଣୁଣି ବିଳମ୍ବ କରୁଥିବା ନବୀନ କହିଛନ୍ତି । ଏପରିକି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି  । ତେବେ ଲୋକଙ୍କ ହିତ ପାଇଁ ଏହି ସବୁ ପ୍ରସଙ୍ଗ ଉଠାଇବାକୁ ପଡିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି  ।