ନୟାଗଡ ଓଡଗାଁରେ ବନ୍ଦ ପାଳନ : ଓଡଗାଁକୁ ଏନ.ଏ.ସି ମାନ୍ୟତା ଦାବିରେ ବନ୍ଦ ପାଳୁଛି ଆଂଚଳିକ ବିକାଶ ପରିଷଦ

28

ନୟାଗଡ : ନୟାଗଡ ଓଡଗାଁରେ ବନ୍ଦ ପାଳନ । ଓଡଗାଁକୁ ଏନ.ଏ.ସି ମାନ୍ୟତା ଦାବିରେ ବନ୍ଦ ପାଳନ କରୁଛି ଆଂଚଳିକ ବିକାଶ ପରିଷଦ । ଏଥିରେ ବଜାର ସଂଘ, ଓକିଲ ସଂଘ ଓ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି । ଫଳରେ ଦୋକାନ ବଜାରରେ ତାଲା ପଡିବା ସହ ଗାଡି ଚଳାଚଳ ବନ୍ଦ ରହିଛି ।

ଏନେଇ ଅଧିକ ଖବର ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ –