ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଜାତୀୟ ପତାକା ଅସମ୍ମାନ ଅଭିଯୋଗ କଲେ କେଭି ! କହିଲେ,ଗାଡିର ବାମ ପାର୍ଶ୍ୱରେ ତ୍ରିରଙ୍ଗା ଲଗାଇଛନ୍ତି ନରସିଂହ

35

କନକ ବ୍ୟୁରୋ : ଆଜି ବିଧାନସଭାରେ ଉଠିଛି ଜାତୀୟ ପତାକା ଅବମାନାନା ପ୍ରସଙ୍ଗ । ବିଜେପି ବିଧାୟକ ଦଳ ନେତା କେଭି ସିଂ ଦେଓ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଗାଡିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଛି । ନିୟମ ଅନୁସାରେ ଜାତୀୟ ପତାକା ଅବମାନନା କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।

â