ଭଲ ସଂଗଠକ ଏବଂ ଦକ୍ଷ ରାଜନେତା ଥିଲେ ବ୍ରହ୍ମଗିରିର ବାଦଶାହ : ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅସମୟରେ ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର । ତାଙ୍କର ଦେହାନ୍ତ ଖବର ପଂହଚିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ମହଲରୁ ଶୋକର ବାର୍ତା ଛୁଟିଆସୁଛି । ଛାତ୍ର ସଂଗଠକ ଭାବରେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ମନ୍ତ୍ରୀ ଦେବୀ ପ୍ରସାଦ ମିଶଙ୍କ ପ୍ରତିକ୍ରିୟା ଏହି ଭିଡିଓରେ :