ପୁଣି ମାତିଲେ ମାଓବାଦୀ ! କଲ୍ୟାଣସିଂପୁର ନିୟମଗିରିରେ ପୋଡାଜଳା

24

କନକ ବୁାରୋ : ପୁଣି ମାତିଲେ ଲାଲବାହିନୀ । କଲ୍ୟାଣସିଂପୁର ନିୟମଗିରିରେ ପୋଡାଜଳା କରିଛନ୍ତି ମାଓବାଦୀ । ରାସ୍ତାକାମରେ ନିୟୋଜିତ ଟ୍ରକ , ଯନ୍ତ୍ରପାତି ସମେତ, ୨ଟି ଜେସିବି, ୨ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର ଜାଳିି ଦେଇଛନ୍ତି ମାଓବାଦୀ । ନିୟମଗିରି ନିକଟସ୍ଥ ଡେଙ୍ଗଲିଲିରେ ଘଟାଇଛନ୍ତି ଏହି କାଣ୍ଡ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-