ରାୟଗଡା କଲ୍ୟାଣସିଂହପୁର ବ୍ଲକରେ ମାଓ ପୋଷ୍ଟର

25

କନକ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁର ବ୍ଲକରେ ମାଓ ପୋଷ୍ଟର । କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟରେ ୨ଟି ମାଓ ପୋଷ୍ଟର ମରାଯାଇଛି । ନିୟମଗିରି ଅଂଚଳରେ ପୁଲିସ ଇନଫର୍ମର ଓ କୁମ୍ବିଂ ଅପରେସନ ବନ୍ଦ ପାଇଁ ପୋଷ୍ଟର ଉଲ୍ଲେଖ କରାଯାଇଛି ।ବେଦାନ୍ତ କମ୍ପାନୀକୁ ହଟାଇବା,ଚାଷୀଙ୍କୁ ଋଣ ମୁକ୍ତ କରିବା ପାଇଁ ପୋଷ୍ଟରରେ ଲେଖାଯାଇଛି ।