ମହାନଦୀ ଜଳ ବିବାଦ ପ୍ରସଙ୍ଗ : କାଲି ଦିଲ୍ଲୀ ବୈଠକ ପୂର୍ବରୁ ଆଜି ସଚିବାଳୟରେ ପ୍ରସ୍ତୁତି ବୈଠକ

29

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗ ।  କାଲି ଦିଲ୍ଲୀ ବୈଠକ ପୂର୍ବରୁ ଆଜି ସଚିବାଳୟରେ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ । ଉନ୍ନୟନ କମିଶନର ଓ ଜଳ ସଂପଦ ସଚିବ  ଉପସ୍ଥିତ ।