କୋରାପୁଟ : ବନ୍ଧୁଗାଁ କନେଗାର ପରାଜିତ ୱାର୍ଡମେମ୍ବର ପ୍ରାର୍ଥୀ କାମେଶ୍ୱର ପାଲେକାଙ୍କୁ ଗଳାକାଟି ହତ୍ୟା

68

କନକ ବ୍ୟୁରୋ : କୋରାପୁଟ ପରାଜିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଛି । ବନ୍ଧୁଗାଁ କନେଗାର ପୂର୍ବତନ ୱାର୍ଡମେମ୍ବର ତଥା ଚଳିତ ନିର୍ବାଚନରେ ପରାଜିତ ୱାର୍ଡମେମ୍ବର ପ୍ରାର୍ଥୀ କାମେଶ୍ୱର ପାଲେକାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କାମେଶ୍ୱରଙ୍କ ମୃତଦେହ ଏକ ଜମିରୁ ଉଦ୍ଧାର କରାଯାଇଛି । ମାଓବାଦୀ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।