କଳାହାଣ୍ଡି କେସିଙ୍ଗାରେ ୧୨ ଘଂଟିଆ ବନ୍ଦ : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଯୁବ ସଂଗଠନର ବନ୍ଦ ପାଳନ

24

କଳାହାଣ୍ଡି : କଳାହାଣ୍ଡି କେସିଙ୍ଗାରେ ୧୨ ଘଂଟିଆ ବନ୍ଦ । କେସିଙ୍ଗାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଯୁବ ସଂଗଠନର ବନ୍ଦ ପାଳନ । ୨୬ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି । ଫଳରେ ରାସ୍ତା କଡରେ ବହୁ ଟ୍ରକ ଅଟକି ରହିଛି । ଏହାସହ ବେଦାନ୍ତକୁ ଜଳ ଯୋଗାଣ ମଧ୍ୟ ବନ୍ଦ ରହିଥିବା ଜଣାପଡିଛି ।

ଦେଖନ୍ତୁ ଏହି ଭିଡିଓ –