ରାତି ୧୦ଟା ପରେ ରାଜଧାନୀ ରାସ୍ତାରେ ଏକୁଟିଆ ଝିଅର କାହାଣୀ : କନକ ନ୍ୟୁଜର ଏକ ରିଅଲିଟି ଚେକ୍

74

କନକ ବ୍ୟୁରୋ : ରାତି ୧୦ଟା ପରେ କେମିତି ଏକ ଏକାକୀ ଝିଅ ନିଃସହାୟ ହୋଇପଡେ ରାଜଧାନୀ ରାସ୍ତାରେ ତାର ଏକ ବାସ୍ତବ ଛବି କନକ ନ୍ୟୁଜର ଏହି ରିଅଲିଟି ଚେକ୍ । ରାତିରେ ସାଧାରଣ ଝିଅକୁ ଏକାକୀ ପାଇ କେମିତି ଦେହଜୀବୀ ଭାବନ୍ତି କାମୁକ ଲୋକେ । ଏହା ତାର ଏକ ଜ୍ୱଳନ୍ତ ଉଦାହରଣ ।

ରାଜଧାନୀର ବିଭିନ୍ନ ପ୍ରମୁଖ ସ୍ଥାନରେ ଆମ ରିପୋର୍ଟର ମୈାସୁମୀ ମହାନ୍ତି ପହଁଚି ଜାଣିବାକୁ ଚାହିଁଥିଲେ ଲୋକଙ୍କ ଆଚରଣ ବିଷୟରେ । ଯଦି ରାତିରେ ଝିଅଟିଏ ଏକାକୀ ବାହାରକୁ ପାଦ କାଢିଥାଏ ,ଲୋକଙ୍କ ବ୍ୟବହାର ତା ପ୍ରତି କିପରିଥାଏ । ଏହା ବିଷୟରେ ଅଧିକ ଜାଣନ୍ତୁ ଏ ଭିଡିଓରୁ –