ଜେସିଙ୍କ ଫ୍ୟାନ୍

23

ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ବିବାଦରେ ଛନ୍ଦି ହୋଇଥିବା ଟେଲି ଅଭିନେତ୍ରୀ ଜେସିଙ୍କୁ ଦେଖିବା ପାଇଁ ଖଚାଖଚ ଭିଡ । ଗାଡିରୁ ଓହ୍ଲାଇବା ମାତ୍ରେ ଫ୍ୟାନ୍ ଜେସୀଙ୍କୁ ଘେରି ଯାଉଛନ୍ତି । ଆଉ ଅଭିନେତ୍ରୀ ଜେସୀ ବି ଫ୍ୟାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଛନ୍ତି । ସୋର ଛତ୍ରପୁର ଛକରେ ଏକ ସୋରୁମ୍ ଉଦ୍ଘାଟନ କରିବାକୁ ପହଂଚିଥିଲେ ଜେସୀ । ଏହି ଅବସରରେ ତାଙ୍କୁ ଦେଖିବା ପାଇଁ ଲାଗିଥିଲା ଶତାଧିକ ସମର୍ଥକଙ୍କ ଭିଡ । ଆଉ ଜେସି ସମସ୍ତଙ୍କୁ ଶୁଭେଚ୍ଛା ଜଚ୍ଚାଇବା ସହ କହିଥିଲେ ସୋର ତାଙ୍କ ପାଇଁ ଏକ ସ୍ମରଣୀୟ ସ୍ଥାନ । ଯେଉଁଠି ତାଙ୍କ ସହ ଏତେ ଘଟଣା ଘଟିବା ପରେ ବି ସାଧାରଣ ଲୋକ ତାଙ୍କୁ ଭଲପାଉଛନ୍ତି ।