ଶେଷ ଚାଲ ଚଲାଇଲେ ପ୍ରସାଦ । ପର୍ଯ୍ୟବେକ୍ଷକଙ୍କ ଆଗରେ ବିଧାୟକ ଦଳର ବଳ ଭାଙ୍ଗିବାକୁ ଚକ୍ରାନ୍ତ । କନକ ନ୍ୟୁଜ ୱେବ…

ଖବରଦାତା- ଭବାନୀ ପ୍ରସାଦ ଦାସ ଓଡିଶା କଂଗ୍ରେସରେ ଆରମ୍ଭ ହେଲା ପରିବର୍ତ୍ତନ ପ୍ରକ୍ରିୟା। ମୁଖିଆ କିଏ ହେବ, କାହା ହାତରେ ମଙ୍ଗ ଦେଲେ ଦଳର ସ୍ଥିତି ଦୃଢ ହେବ, ତାର ତଥ୍ୟ ନେବାକୁ ଆସୁଛନ୍ତି ପର୍ଯ୍ୟବେକ୍ଷକ ଦଳ । ଏହି ରିପୋର୍ଟ ଅଧାରରେ ନିଷ୍ପତ୍ତି ନିଆଯିବ, ପ୍ରସାଦଙ୍କ ସ୍ଥାନରେ କିଏ ହେବେ…

ପଡିକାର୍ଡ ଦାବି ନେଇ ମାଲକାନଗିରିରେ ମହିଳା ହିତାଧିକାରୀଙ୍କ ହଙ୍ଗାମା

ମାଲକାନଗିରିରେ : ମାଲକାନଗିରି ପଡିକାର୍ଡ ଦାବି ନେଇ ମହିଳା ହିତାଧିକାରୀଙ୍କ ହଙ୍ଗାମା । କାଲିମେଳା ବ୍ଲକ ଲୁଗେଲ ପଂଚାୟତର ହଜାର ହଜାର ହିତାଧିକାରୀ ରାଶନ କାର୍ଡ ନପାଇ ଥିବାରୁ ପଂଚାୟତ ଅଧିକାରୀ ଓ ଜିଆରଏସକୁ  ତାଲା ପକାଇଥିଲେ । ୩୦୦ରୁ ଅଧିକ ମହିଳାଙ୍କ ନାଁ ତାଲିକାରୁ ବାତିଲ ହୋଇଥିବା…

ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ବିଚାରପତି ସମ୍ମିଳନୀ: ହାଇକୋର୍ଟର ଖାଲିଥିବା ବିଚାରପତି ପଦ ପୂରଣ ଲାଗି ଦାବି…

ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀ । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଚାରପତିଙ୍କ ସହ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀକୁ ସମ୍ବେଧିତ କରି ଦେଶର ବିଚାର ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ…

କେନ୍ଦ୍ରାପଡାରେ ନଳକୂଅ ଖୋଳିବା ବେଳେ ବାହାରିଲା ଗ୍ୟାସ : ଲୋକେ ଆତଙ୍କିତ

କେନ୍ଦ୍ରାପଡାରେ ରହସ୍ୟମୟ ଗ୍ୟାସ । ଟ୍ୟୁବୱେଲ ପାଇଁ ଖୋଳାଯାଇଥିବା ଗାତରୁ ବାହାରୁଛି ଗ୍ୟାସ । ଦିଆସିଲି ଲଗାଇ ଗାତରେ ପକାଇଦେଲେ ଜଳି ଉଠୁଛି । ଆଉ ଏହାକୁ ନେଇ ଭୟଭିତ ଗାଁ ଲୋକେ । ଜିଲ୍ଲାର ନିକିରେଇ ଥାନା ମଠସାହି ଗାଁରେ ସଦାଶିବ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ବାଡିରେ ଖୋଳାଯାଇଥିବା…

ଟିଟିଲାଗଡରେ ଅଗ୍ନିବର୍ଷା : ୪୭ ଦଶମିକ ୫ ଡିଗ୍ରୀରେ ପହଁଚିଲା ପାରା

ଟିଟିଲାଗଡ: ଟିଟିଲାଗଡରେ ଅସମ୍ଭାଳ ତାତି । ଆଜି ଟିଟିଲାଗଡର ତାପମାତ୍ରା ପହଁଚିଛି ୪୭ ଦଶମିକ ୫ ଡିଗ୍ରୀରେ । ସାଧାରଣତଃ ଏ ତାତିକୁ ସହ୍ୟ କରିବା ସହଜ ନୁହଁ । ଏଠାରେ ଅବସ୍ଥା ଏପରି ହୋଇଛି ଯାହା ବର୍ଣ୍ଣନା କରିହେବ ନାହିଁ । ହିଟ୍ ୱେଭ୍ ଇଣ୍ଡେକ୍ସ କହୁଛି, ଏହା ଏକ ବିପଦପୂର୍ଣ୍ଣ ତାତି । ଏଭଳି…