ନିଜ ପସନ୍ଦ ଝିଅର ଫୋନ୍ ନମ୍ବର ଜାଣିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେତୋଟି ଟିପ୍ସ

211

couple-argue-stock-today-160816-tease_d7201582e0c2f2ee0778ab2a8b16cf93ଦେଖାଯାଏ ଜଣେ ପୁଅ ହେଉ ବା ଝିଅ ,ସମସ୍ତେ ଚାହାଁନ୍ତି ବିପରୀତ ଲିଙ୍ଗ ସହ ସଂପର୍କ ଯୋଡିବାକୁ । ପୁଅଟିଏ ନିଜ ପୁଅ ସାଙ୍ଗ ଅପେକ୍ଷା ଅଧିକ ଝିଅ ସାଙ୍ଗ କରିବାକୁ ପସନ୍ଦ କରିଥାଏ । ସେହିପରି ଝିଅଟିଏ ମଧ୍ୟ ପୁଅ ସାଙ୍ଗ କରିବାକୁ ମନରେ ଇଚ୍ଛା ରଖିଥାଏ । ଅଧିକ ପୁଅ ଥାଆନ୍ତି ନିଜ ହୃଦୟ କଥା ଶୀଘ୍ର କାହାକୁ ସେୟାର କରିନଥାନ୍ତି । କିଛି ଯୁବକ ଜଣେ ଝିଅ ସହ ପ୍ରଥମ ସାକ୍ଷାତରେ ଫୋନ୍ ନମ୍ବର ମାଗିଦିଅନ୍ତି । କିନ୍ତୁ ଝିଅ ନମ୍ବର ଦେଇନଥାନ୍ତି । ଏଥିରେ ପୁଅମାନେ ନମ୍ବର ପାଇବାକୁ ଖୁବ୍ କସରତ କରିଥାନ୍ତି । ଏମିତି କିଛି ଟିପ୍ସ ଅଛି ଯାହା ଆପଣ ପ୍ରୟୋଗ କଲେ ଆପଣଙ୍କ ପସନ୍ଦର ଝିଅ ଫୋନ୍ ନମ୍ବର ନଦେଇ ରହିପାରିବେନି ।
talk-to-a-girl-over-the-phone-step-10୧ – ବିଶ୍ୱାସ ଜନ୍ମାନ୍ତୁ
କୈାଣସି ଝିଅର ନମ୍ବର ଆଣିବାକୁ ଚାହୁଁଥିଲେ ପ୍ରଥମେ ତାଙ୍କ ମନରେ ନିଜ ପ୍ରତି ବିଶ୍ୱାସ ଜନ୍ମାଅ । ତରତରରେ ଏମିତି କିଛି ଭୁଲ କରନି ଯାହା ଦ୍ୱାରା ସେ ଆପଣକୁ ସନ୍ଦେହ କରିବେ ।
୨-ତରବର ହୁଅନ୍ତୁ ନାହିଁ
ଝିଅଙ୍କୁ ଏମିତି ପୁଅ ପସନ୍ଦ ନୁହେଁ ,ଯେଉଁମାନେ ବାରମ୍ବାର ପିଛା କରୁଥିବେ । ଏଣୁ ଏଥିରୁ ନିବୃତ ରୁହନ୍ତୁ । ଯଦି ତାଙ୍କୁ ପସନ୍ଦ କରୁଛନ୍ତି ତ ସୁଯୋଗକୁ ଅପେକ୍ଷା କରନ୍ତୁ ।
6୩ –ବନ୍ଧୁର ସାହାଯ୍ୟ ନିଅନ୍ତୁ ନାହିଁ
ଝିଅର ନମ୍ବର ପାଇବା ପାଇଁ କୈାଣସି ସାଙ୍ଗସାଥୀଙ୍କ ସାହାଯ୍ୟ ନିଅ ନାହିଁ । ଏଥିରେ ଝିଅର ସାମ୍ନାରେ ଆପଣଙ୍କ ଇମେଜ ଖରାପ ହୋବର ସମ୍ଭାବନା ଅଛି ।
୪- ମିଛ କହି ମାନିଯାଅ
ଦେଖାଯାଏ ପୁଅମାନେ ଝିଅର ନମ୍ବର ପାଇବା ପାଇଁ କିଛି ମିଛ କହିଦେଇଥାନ୍ତି । ହେଲେ ପରେ ଧରାପଡିଯା’ନ୍ତି । ଏତିକିବେଳେ ସତ କୁହ ।