ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବଡ ବିଜୟ : ଇଂଲଣ୍ଡକୁ ୨୪୬ରେ ହରାଇଲେ ବିରାଟ ବାହିନୀ

20

କନକ ବ୍ୟୁରୋ : ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବଡ ବିଜୟ । ଇଂଲଣ୍ଡକୁ ୨୪୬ରେ ମାତ ଦେଇଛନ୍ତି ବିରାଟ ବାହିନୀ । ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିବା ବେଳେ ବିଶାଖାପାଟଣା ବିଜୟ ପରେ ୧-୦ରେ ସିରିଜ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ରାଜକୋଟରେ ନିରାଶା ପରେ ବିଶାଖାପାଟଣାରେ ଭାରତ ବିଜୟୀ ହୋଇଛି । ବିରାଟ କୋହଲି “ମ୍ୟାନ ଅଫ ଦି ମ୍ୟାଚ’ହୋଇଛନ୍ତି ।