ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ । ଡ୍ୟାମରେ ବର୍ତମାନ ୬୧୧.୪୩ ଘନଫୁଟ ଜଳ ଅଛି । ହୀରାକୁଦ ଡ୍ୟାମ କର୍ତୃପକ୍ଷ ଏନେଇ ଦେଇଛନ୍ତି ସୂଚନା । ପ୍ରତି ସେକେଣ୍ଡରେ ୧୩୨୫୦୨ କ୍ୟୁସେକ ଜଳ ବର୍ତମାନ ହୀରାକୁଦରେ ପ୍ରବେଶ କରୁଛି ।