ଆଜି ମହାପ୍ରଭୁଙ୍କ ହେରା ପଂଚମୀ ନୀତି

32

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଆଜି ମହାପ୍ରଭୁଙ୍କ ହେରା ପଂଚମୀ ନୀତି । ଏହି ହେରା ପଂଚମୀ ନୀତିରେ ଚତୁର୍ଦ୍ଧା ବିଗ୍ରହଙ୍କ ବିଶେଷ ନୀତି କରାଯାଇଥାଏ । ଘୋଷଯାତ୍ରାରେ ଆସିଥିବା ପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀକୁ ସାଂଗରେ ଆଣିନଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସି ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବେ ମହାଲକ୍ଷ୍ମୀ ।