କଟକରେ ବରିଷ୍ଠ ନାଗରିକଙ୍କ ପଦଯାତ୍ରା ଅବସରରେ ‘ଗୁରୁଜନ’ ପୁସ୍ତକ ଉନ୍ମୋଚନ

25

କନକ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପଦଯାତ୍ରା । କଟକ ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ବକ୍ସିବଜାର ଗୋପବନ୍ଧୁ ପାର୍କରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ‘ଗୁରୁଜନ’ ପୁସ୍ତକ ଉନ୍ମୋଚନ କରିଛନ୍ତି ସମ୍ବାଦ’ ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ । ବରିଷ୍ଠ ମାନଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ମିଳିବା ଉଚିତ ବୋଲି ସେ ମତ ରଖିଛନ୍ତି ।