ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ “ଥାର୍ଟିଫାଷ୍ଟ ଅକ୍ଟୋବର’ ର ଟ୍ରେଲର ରିଲିଜ ହୋଇଛି । ଡିରେକ୍ଟର ଶିବାଜୀ ଲୋଟନ ପାଟିଲଙ୍କ ଏହି ଫିଲ୍ମରେ ସୋହା ଅଲ୍ଲୀ ଖାନ,ବୀର ଦାସ ଓ ଦୀପ ରାଜ ରାଣା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ବୀର ଦାସ ଓ ସୋହା ଅଲ୍ଲୀ ଖାନ ଶିଖ୍ ଦମ୍ପତି ଚରିତ୍ର ପ୍ଲେ କରୁଛନ୍ତି । ୭ ଅକ୍ଟୋବର ୨୦୧୬ରେ ରିଲିଜ ହେବ ଫିଲ୍ମ “ଥାର୍ଟିଫାଷ୍ଟ ଅକ୍ଟୋବର’ ।