ଚଳିତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ହୋଇପାରେ ନିର୍ବାଚନ : ପିଜି କାଉନସିଲକୁ ସୁପାରିଶ୍ କଲା ଉପଦେଷ୍ଟା କମିଟି

47

କନକ ବ୍ୟୁରୋ : ଚଳିତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ହୋଇପାରେ ନିର୍ବାଚନ । ପିଜି କାଉନସିଲକୁ ସୁପାରିଶ୍ କଲା ଉପଦେଷ୍ଟା କମିଟି ।  ବୁଧବାର ପିଜି କାଉନସିଲ ବୈଠକରେ ନିଷ୍ପତି । ଗଣ୍ଡଗୋଳ ଯୋଗୁଁ ଗତବର୍ଷ ନିର୍ବାଚନ ବନ୍ଦ ଥିଲା ।