ଇ-ବୁକ୍ ସ୍କାନ ପ୍ରୋଜେକ୍ଟରେ ଫସିଥିବା ଲୋକଙ୍କ ଭିନ୍ନ ଧରଣର ପ୍ରତିବାଦ

22

କନକ ବ୍ୟୁରୋ : ଇ-ବୁକ୍ ସ୍କାନ ପ୍ରୋଜେକ୍ଟରେ ଫସିଥିବା ଲୋକଙ୍କ ଭିନ୍ନ ଧରଣର ପ୍ରତିବାଦ । ଏପିଏସ ନାମକ ଏକ ସଂସ୍ଥା ଭୁବନେଶ୍ୱରରେ ଅଫିସ୍ ଖୋଲି ଇ-ବୁକ୍ ସ୍କାନ ମାଧ୍ୟମରେ ଶିଷିତ ଯୁବକ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ ।

ଏହାପରେ ସଂସ୍ଥାର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ । ଅଭିଯୋଗକୁ ନେଇ ପରେ ଥାନାରେ ମାମଲା ରୁଜୁ ହେବା ପରେ ସଂସ୍ଥାର ରିଜୋନାଲ ଅଫିସର ମନୋଜା ମଞ୍ଜରୀ ପଣ୍ଡାଙ୍କୁ ଗିରଫ କରିବାକୁ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ଲୋକେ । ଦେଖନ୍ତୁ ଏହି ଭିଡିଓ –