ଦକ୍ଷିଣାଚଂଳ ଆଇଜି ଅମିତାଭ ଠାକୁରଙ୍କ ସୂଚନା : ବାଲିଗୁଡା ଏନକାଂଉଟର ଘଟଣାରେ ମାମଲା ରୁଜୁ ହୋଇଛି

19

କନ୍ଧମାଳ : ଦକ୍ଷିଣାଚଂଳ ଆଇଜି ଅମିତାଭ ଠାକୁରଙ୍କ ସୂଚନା । ବାଲିଗୁଡା ଏନକାଂଉଟର ଘଟଣାରେ ମାମଲା ରୁଜୁ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ କରାଯାଉଛି । ବର୍ତମାନ ଆଇନ ଶୃଙ୍ଖଳା ରକ୍ଷା କରିବା ଉପରେ ପ୍ରାଥମିକତା ଦିଆଯାଉଛି । ଅଫିସର ମାନେ ଆଇନ ଶୃଙ୍ଖଳା ପରିସ୍ଥିତିରେ ନିୟୋଜିତ ହୋଇଛନ୍ତି ।