କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କଟକ ଜଗତପୁର ଅଂଚଳର । ଏନେଇ ଏସସିବି ଅଧିକ୍ଷକ ପ୍ରତାପ ରଥ ସୂଚନା ଦେଇଛନ୍ତି । ତେବେ ଗତ କାଲି ସେ ଡେଙ୍ଗୁ ୱାର୍ଡରେ ଭର୍ତି ହୋଇଥିଲେ ।

13th July, 2016 | 1:33 pm
You might also like
-
ଜାମିନ ପାଇ ଜେଲରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ! ସେପଟେ ଆତଙ୍କରେ ବିରଂଚି ଦାସଙ୍କ ପତ୍ନୀ, ଅନ୍ୟ ସାକ୍ଷୀମାନେ ବି ଭୟଭୀତ
-
ସରିଲା ଆଶାରାମଙ୍କ ଆଶ୍ରମ ଅୟସ, ଏବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ବିତିବ ଜୀବନ ! ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କଲେ ଯୋଧପୁର କୋର୍ଟ
-
ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଇଂରାଜୀ ଅଧ୍ୟାପକଙ୍କ ଅପରାଧ ନକ୍ସା ପର୍ଦ୍ଦାଫାସ ! କ୍ରାଇମବ୍ରାଂଚ କହିଲା, ଏକୁଟିଆ ପୁଞ୍ଜିଲାଲ ମେହେର ହିଁ କରିଥିଲେ ହତ୍ୟା ଷଡଯନ୍ତ୍ର
-
ସବ-ଇନସପେକ୍ଟର ପାଇଁ ଆଶାୟୀ କି ? ରାଜ୍ୟ ସରକାର ଦେଉଛନ୍ତି ବଡ ସୁଯୋଗ