କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କଟକ ଜଗତପୁର ଅଂଚଳର । ଏନେଇ ଏସସିବି ଅଧିକ୍ଷକ ପ୍ରତାପ ରଥ ସୂଚନା ଦେଇଛନ୍ତି । ତେବେ ଗତ କାଲି ସେ ଡେଙ୍ଗୁ ୱାର୍ଡରେ ଭର୍ତି ହୋଇଥିଲେ ।