ଭୁବନେଶ୍ୱର : ମେଘେଶ୍ୱର ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର

26

କନକ ବ୍ୟୁରୋ : ଭୁବନେଶ୍ୱର ମେଘେଶ୍ୱର ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭାସିଆ ନାମକ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଭିକ୍ଷା ବୃତି କରି ପେଟ ପୋଷୁଥିବା ବେଳେ ତାଙ୍କ ଠାରୁ ଲୁଟ୍ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :