କଟକ ଦେଉଳସାହିରେ ଦିନ ଦ୍ୱିପହରରେ ଗୁଳିମାଡ

23

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ଦିନ ଦ୍ୱିପହରରେ ଗୁଳିମାଡ । ଦେଉଳସାହିରେ ଗୁଳିମାଡରେ ୨ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ସେମାନଙ୍କୁ କଟକ ବଡମେଡିକାଲରେ ଭର୍ତି କରାଯାଇଛି । ଜମିଜମା ବିବାଦରୁ ଏହି ଗୁଳିମାଡ ହୋଇଛି । ବିଡାନାସୀ ଥାନା ପୁଲିସ ଅଭିଯୁକ୍ତଠାରୁ ବଂଧୁକ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି ।