ନିଳାଦ୍ରୀ ବିଜେ ବିଶୃଙ୍ଖଳା ପ୍ରସଙ୍ଗ : ୫ସେବାୟତଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

34

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଳାଦ୍ରୀ ବିଜେ ବିଶୃଙ୍ଖଳା ପ୍ରସଙ୍ଗରେ ଫେରାର ୫ସେବାୟତଙ୍କ ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ । ସେବାୟତ ଦାମୋଦର ମହାସୁଆର, ସାଇନା ଖୁଂଟିଆ, ଇପସିତ ପ୍ରତିହାରୀ, ଭୀମସେନ ପଲଙ୍କଧାରୀ ଓ ଜୟକୃଷ୍ଣ ମହାସୁଆରଙ୍କ  ସମ୍ପତି ତାଲିକା ପ୍ରସ୍ତୁତ କରିବା ପାଇଁ ଭିନ୍ନ ଭିନ୍ନ ବିଭାଗକୁ କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗନ୍ନାଥ ପ୍ରଧାନ ।