ନିଜ ଗଡରେ ବିଷ୍ଣ ଦାସଙ୍କୁ ବିରୋଧ ! ଜଗତସିଂପୁର ଜିଲ୍ଲା ମହୋତ୍ସବ କହ୍ଲୋଳରେ ବିବାଦୀୟ ଭାଷଣକୁ ନେଇ କୁଶପୁତଳିକା ଦାହ

32

କନକ ବ୍ୟୁରୋ : ନିଜ ଗଡରେ ବିଜେଡିର ବରିଷ୍ଠ ନେତା ବିଷ୍ଣ ଦାସଙ୍କୁ ବରୋଧ । ଜଗତସିଂପୁର ଜିଲ୍ଲା ମହୋତ୍ସବ କହ୍ଲୋଳରେ ବିଷ୍ଣୁ ଦାସଙ୍କ ରାଜନୈତିକ ଭାଷଣକୁ ନେଇ କଂଗ୍ରେସ ପକ୍ଷରୁ ତାଙ୍କ କୁଶପୁତଳିକା ଦାହ କରାଯାଇଛି ।

ଏହା ସହ ବିଷ୍ଣ ଦାସ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦାବି କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ବିଜେଡି ମହୋତ୍ସବରେ ପରିଣତ କରାଯାଇଛି । ଯେଉଁ ଉତ୍ସବରେ ବିଜେଡି ନେତା ବିଷ୍ଣ ଦାସ ଦଳୀୟ ସଭା ଭଳି ଭାଷଣ ଦେଇଛନ୍ତି ।