Browsing Category

ଜୀବନଚର୍ଯ୍ୟା

ନିୟମିତ ପିଅନ୍ତୁ ଧନିଆ ପତ୍ର ଜୁସ୍ ! ଏହି ୪ଟି ରୋଗରୁ ମିଳିବ ମୁକ୍ତି

ଖାଦ୍ୟରେ ସ୍ୱାଦ ବଢାଇଥାଏ ଧନିଆ ପତ୍ର । ହେଲେ ଧନିଆ ପତ୍ର ରସ ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତଠାରୁ କମ୍ ନୁହେଁ । ନିୟମିତ ଧନିଆ ପତ୍ର ରସ ପିଇଲେ ଅନେକ ବଡ ବଡ ରୋଗରୁ ମୁ୍କ୍ତି ମିଳିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଧନିଆ ପତ୍ର ରସ ପିଇବା ପାଇଁ କୌଣସି ନିର୍ଦ୍ଧାରିତ ସମୟ…
Read More...

ଅନ୍ୟର ଇୟରଫୋନ୍ ବ୍ୟବହାର କରୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ . . . . .

ଆଜିକା ସମୟରେ ଜ୍ଞାନକୌଶଳ ଏତେ ଅଗ୍ରଗତି କଲାଣି ଯେ, ସମସ୍ତଙ୍କ ପାଖରେ ବିଭିନ୍ନ ପ୍ରକାର ଗ୍ୟାଜେଟ ମହଜୁଦ ରହୁଛି । ତେବେ ଆଜିକାଲି ମୋବାଇଲ୍ ଫୋନ୍ ପରି ଇୟରଫୋନ୍ ମଧ୍ୟ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହେଇଯାଇଛି । ଘରେ ଓ ଅଫିସରେ ଥିବା ସମୟରେ କିମ୍ବା ବସ୍ ଅବା ଟ୍ରେନରେ ଯାତ୍ରା କଲାବେଳେ ଆମେ…
Read More...

ଆପଣ ଲମ୍ବା କେଶ ରଖିବାକୁ ଚାହୁଁଛନ୍ତି କି ? ଜାଣି ରଖନ୍ତୁ କିଛି ଟିପ୍ସ

ଆପଣ ଲମ୍ବା କେଶ ରଖିବାକୁ ଚାହୁଁଛନ୍ତି କି ? ଏଥିପାଇଁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଉନି । ସମସ୍ତେ ଭାବନ୍ତି ସବୁବେଳେ କେଶର ତେଲ ମାଲିସ୍ କଲେ କେଶ ଭଲ ତଥା ଲମ୍ବା ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ସତ କଥା ନୁହେଁ । ତେଣୁ ଲମ୍ବା କେଶ ଚାହୁଁଥିଲେ ଜାଣିରଖନ୍ତୁ କିଛି ଟିପ୍ସ । ମହୁ…
Read More...

ଅଧିକ ବ୍ୟାୟାମ ମହିଳାଙ୍କ ପାଇଁ କ୍ଷତିକାରକ !

ଆଜିକାଲି ମହିଳାମାନେ ନିଜର ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ନିଜକୁ ଫିିଟ ରଖିବା ପାଇଁ ମହିଳାମାନେ ବ୍ୟାୟମ କରିବା ସହ ଡାଏଟ ନିୟନ୍ତ୍ରଣ ମଧ୍ୟ କରୁଛନ୍ତି ।  ଫିଟ୍ ରହିବା ପାଇଁ କଳାକାରମାନେ ଓଜନ ହ୍ରାସ କରିବା ଲାଗି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାଆନ୍ତି , କିଏ ଜିମ୍‌ ଯାଏ…
Read More...

ମଶାଙ୍କ ଉପଦ୍ରବରୁ ମୁକ୍ତି ଚାହାଁନ୍ତି କି ? ତେବେ ଘରେ ବ୍ୟବହାର କରନ୍ତୁ କର୍ପୂର ଓ ଜାଣନ୍ତୁ ଏହାର ଔଷଧିୟ ଗୁଣ

ଯଦି ଆପଣ ହୋମ-କ୍ଲିନର ସନ୍ଧାନରେ ଅଛନ୍ତି, ତେବେ ସବୁଠାରୁ ଶସ୍ତା ଓ ଉପକାରୀ ଜିନିଷ ହେଉଛି କର୍ପୂର । ଏହାକୁ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ତ ଦୂର ହୋଇଥାଏ ଏଥିସହ ଘରେ ଥିବା ମଶା ଓ ଅସରପାଙ୍କ ଉପଦ୍ରବରୁ ସବୁଦିନ ପାଇଁ ମୁକ୍ତି ମଧ୍ୟ ପାଇ ପାରିବେ । କର୍ପୂରର ବ୍ୟବହାର ସାଧାରଣତଃ ରୁମ୍…
Read More...

ଠିକ୍ ସମୟରେ ନଖାଇଲେ ଅନେକ ଅସୁବିଧା ଭୋଗିପାରନ୍ତି . . . .

ଆଜିକା ସମୟରେ ସମସ୍ତେ ଖୁବ୍ ବ୍ୟସ୍ତ । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ସମୟରେ ଏପରି ହୁଏ , ଆମେ ଠିକ ସମୟରେ ଓ ଉଚିତ୍ ପରିମାଣର ଖାଦ୍ୟ ଗ୍ରହଣ କରିପାରୁ ନଥାଉ । ଆଜିକାଲି ବ୍ୟସ୍ତ ଜୀବନ ଶୈଳୀ ଭିତରେ ଅନେକ ଲୋକ ଖାଇବାକୁ ସମୟ ମିଳୁନାହିଁ ବୋଲି କହୁଥିବାର ଶୁଣାଯାଏ । ସେମାନେ ନା ଠିକ୍…
Read More...

ମାତ୍ର ୧୦ ଦିନରେ କମିବ ଓଜନ ! ଆପଣାନ୍ତୁ ଏହି ୧୦ଟି ଉପାୟ

ଓଜନ କମାଇବା ସହଜ କାମ ନୁହେଁ । ଏଥିପାଇଁ ଧର୍ଯ୍ୟ ଏବଂ ସମୟ ନିହାତି ଆବଶ୍ୟକ । ଏହା ଜାଣି ମଧ୍ୟ କୌଣସି ବିଶେଷ କାରଣ ଯୋଗୁଁ ଆମେ ଖୁବ୍ ଶୀଘ୍ର ଓଜନ କମାଇବାକୁ ଚାହିଁଥାଉ । ତେବେ ଏଭଳି କ୍ଷେତ୍ରରେ ଆପଣାନ୍ତୁ ଏହି ୧୦ ଟିପ୍ସ ଯାହା ଆପଣଙ୍କୁ ୧୦ ଦିନରେ ଓଜନ କମାଇବାରେ ସାହାଯ୍ୟ କରିବ । ତେବେ…
Read More...

ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ ! ଜାଣନ୍ତୁ ଏହାର ଲକ୍ଷଣ

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ବ୍ରେନ୍ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ୟାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ଏଭଳି କିଛି ଲକ୍ଷଣ ବିଷୟରେ ଆଜି…
Read More...

ଗର୍ଭଧାରଣ ସମୟରେ କ’ଣ ଖାଇବେ ? ଜାଣନ୍ତୁ ଏ ବିଷୟରେ ଖାସ୍ ତଥ୍ୟ –

ଗର୍ଭଧାରଣ ସମୟରେ ମହିଳାମାନଙ୍କ ଭୋକ ବଢିବା ସହ ବିଭିନ୍ନ ଖାଦ୍ୟ ପ୍ରତି ଲାଳସା ବଢେ , ତେବେ ଏହି ସମୟରେ କେଉଁପ୍ରକାର ଖାଦ୍ୟ ଖାଇଲେ ପିଲାର ସ୍ୱାସ୍ଥ୍ୟଗତ ଉନ୍ନତି ଘଟିବ । ଜାଣନ୍ତୁୁ ସେ ସଂପର୍କରେ ଖାସ୍ ତଥ୍ୟ । ଅଣ୍ଡା - ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍ ସହ କମ୍ ପରିମାଣର କ୍ୟାଲୋରୀ…
Read More...

ଶରୀରରେ ପ୍ରୋଟିନର ଅଭାବ ଅଛି ! ଜାଣିବେ କେମିତି ? ପଢନ୍ତୁ ଏହି ରିପୋର୍ଟ

ସୁସ୍ଥ ରହିବା ପାଇଁ ହେଲେ ଶରୀରକୁ ପ୍ରୋଟିନ୍ ନିହାତି ଆବଶ୍ୟକ । ଯଦି ଶରୀରରେ ପ୍ରୋଟିନ୍ କମ୍ ହୁଏ ତେବେ ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡିଥାଏ । ଆମ ଶରୀର ମାଂସ ପେଶୀ ପାଇଁ ପ୍ରୋଟିନ୍ ନିହାତି ଆବଶ୍ୟକ । ଯଦି ଆପଣ ମଧୁମେହ, ମୋଟାପଣ ଆଦି ସମସ୍ୟାରେ ପୀଡିତ ତେବେ ହୋଇ ପ୍ରୋଟିନ୍…
Read More...